ହେଡଲାଇନସ୍:

ଓଡ଼ିଶାର ରାଜ୍ୟପାଳଙ୍କ ଦ୍ଵାରା ମୁରଲୀଧର ପରିଛାଙ୍କୁ ''କଳାଶ୍ରୀ"ଉପାଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ପାରଳା ଗଜପତି ବିକାଶ ମଞ୍ଚ  ୨ୟ ବାର୍ଷିକ ଉତ୍ସବ ରେ ପାରଳାଖେମୁଣ୍ଡି ର ଚିତ୍ରଶିଳ୍ପୀ ତଥା ଅଧ୍ୟକ୍ଷ ଚାରୁ ଓ କାରୁକଳା ବିଦ୍ୟାଳୟ ତଥା ସ୍ଥାନୀୟ ଗାନ୍ଧି ସ୍ମୃତି ଉଚ୍ଚ ପ୍ରlଥମିକ ବିଦ୍ୟାଳୟ କଳା ଶିକ୍ଷକ ମୁରଲୀଧର ପରିଛାଙ୍କୁ  ରାଜ୍ୟପାଳ ପ୍ରୋଫେସର ଗଣେସି ଲାଲ "କଳାଶ୍ରୀ" ଉପାଧି ପ୍ରଦାନ କରିଥିଲେ।

 ଏହି ଅବସରରେ ବିଦ୍ୟାଳୟ  ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର , ଛାତ୍ରୀ ତରଫରୁ ଏବଂ ଅନୁଷ୍ଠାନ ତରଫରୁ ପୁନଃ ସମ୍ବର୍ଥନା ପ୍ରଦାନ କରାଯାଇଥିଲା। ବିଚିତ୍ରାନନ୍ଦ ବେବର୍ତ୍ତା,ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ବଳରାମ ନାଗା ,ବିଦ୍ୟାଳୟର  ପ୍ରଧାନଶିକ୍ଷକ, ଅବିଭାବକ ଛାତ୍ରଛାତ୍ରୀ,ବାଲ୍ମୁକୁନ୍ଦ କେନ୍ଦ୍ର ପରିଚାଳକ ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି ଶ୍ରୀମୁରଲୀ ଧର ପରିଛାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

0
0
0
s2sdefault