ହେଡଲାଇନସ୍:

କରୋନା ଭାରତ  :  ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ଉପରେ, ମୃତ୍ୟୁ କାଲିଠୁ ଅଧିକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆଦିଲ୍ଲୀ (ଏଜେନ୍ସି) : ଆଜି ସାରା ଦେଶରେ ଚିହ୍ନଟ ହୋଇଛନ୍ତି  ୪୮,୯୧୬ ଜଣ କରୋନା ଆକ୍ରାନ୍ତ |  ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ  ୪୮,୯୧୬ ଜଣ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ୭୫୭   ଜଣ ମୃତ୍ୟୁବରଣ କରିଛନ୍ତି | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୮୬୧ ରେ ପହଂଚି ଥିବା ବେଲେ ମୃତ୍ୟୁ ସଂଖ୍ୟା ୩୧,୩୫୮  ଛୁଇଁଛି |  ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୪,୫୬,୦୭୧   ରେ ପହଂଚିଛି | ଏଯାଏ ସୁସ୍ଥ ହେଲେଣି ୮,୪୯,୪୩୧ ଜଣ |  ସୂଚନାଯୋଗ୍ୟ ଯେ ଏଯାବତ ଦେଶରେ ୧,୫୮,୪୯ ,୦୬୮  ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି କେବଳ ୪,୨୦,୮୯୮  ନମୁନା ଯାଞ୍ଚ କରାଯାଇଛି  ବୋଲି  Indian Council of Medical Research (ICMR) ପକ୍ଷରୁ ସୂଚନା ଦିଆଯାଇଛି |

0
0
0
s2sdefault