- Hits: 557
ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଣେଶ ପୂଜାର ପାଳନ
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ରାଣୀଗୁଡା ସ୍ଥିତ ପୁରୁଣା ଆଇ ଟି ଆଇ ସାହିରେ ଛୋଟ ଛୋଟ ପିଲା ମାନେ ଗଣେଶ ପୂଜାର ଆୟୋଜନ କରିଛନ୍ତି। ଏହି ପୂଜାରେ ସାହିର କେ. ଛାୟାଶ୍ରୀ, ଏ. ହୀତେଷ୍, ଲଳିତ ସାହୁ, ଅମୃତା ସାହୁ, ଏ. ପୁଜିତା, ରୂପାଲୀ...