ହେଡଲାଇନସ୍:

User Rating: 5 / 5

Star ActiveStar ActiveStar ActiveStar ActiveStar Active

ପଦ୍ମପୁର-(ନୀଳ ଦୀପ) - ପଦ୍ମପୁର ବ୍ଲକ ସର୍ଗିବାହାଲ ପଂଚାୟତର ବିଶିପାଲି ଗ୍ରାମରେ ନୂଆଖାଇ ଭେଟଘାଟ ପାଳିତ ହୋଇଛି । ସରପଂଚ ଶ୍ରୀମତୀ ଗୀତାଂଜଳୀ ବହିଦାରଙ୍କ ପୃଷ୍ଟପୋଷକତାରେ ଆୟୋଜିତ ଏହି ଉସôବରେ ଯୁବନେତା ଶ୍ରୀ ପ୍ରିତେଶ କୁମାର ବହିଦାର...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

(ଗୁଣପୁର ରୁ ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଗୁଣପୁର ବ୍ରହ୍ମକଳ୍ପ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗୁଣପୁର ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ  - ୨୦୧୮ ଅନୁଷ୍ଠିତ...

0
0
0
s2sdefault

User Rating: 0 / 5

Star InactiveStar InactiveStar InactiveStar InactiveStar Inactive

କୁଚିଣ୍ଡା/ ଶାନ୍ତନୁ ବେହେରା  ଆଜିି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ଏଠାରେ ମୂଖ୍ୟ ଅତିଥି ଭାବରେ ସାଂସଦ ପ୍ରତାପ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ...

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

କୁଚିଣ୍ଡାରୁ ଶାନ୍ତନୁ ବେହେରା : ମଙ୍ଗଳବାର  ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକରେ ନୁଆଁ ଖାଈ ଭେଟ ଘାଟ କଯ୍ୟକର୍ମ ଅନୁଷ୍ଠିତ ହେଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ମଂଚାସୀନ  ଥିଲେ।

0
0
0
s2sdefault

User Rating: 5 / 5

Star ActiveStar ActiveStar ActiveStar ActiveStar Active

ଯାଜପୁର, (ଜୟଶଙ୍କର ଦାଶ): ଭାଗବତ ଆମ ଓଡିଆ ସାହିତ୍ୟ ଓ ସଂସ୍କୃତିର ଅମଳିନ ପ୍ରତୀକ । ଏହା ଆମକୁ ସୁ ଶୃଙ୍ଖଳିତ ଓ ଉତ୍କୃଷ୍ଟ  ଜୀବନ ନିର୍ବାହ ପାଇଁ ପ୍ରେରଣା ଦେଇଆସିଚ୍ଥି ବୋଲି ଜିଲ୍ଲା  ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ...

0
0
0
s2sdefault