ହେଡଲାଇନସ୍:

ସତ୍ୟସାଇ ମନ୍ଦିର ଠାରେ ସତ୍ୟସାଇ ବାବା ଙ୍କ ୯୩ ତମ ଜନ୍ମ ବାର୍ଷିକୀ ଉତ୍ସଵ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା ,ନୂଆପଡ଼ା ଜିଲ୍ଲାର ଵୋଡେନ ବ୍ଲକ ର କରଙ୍ଗାମାଲ ଗ୍ରାମର ଯୁବାମାଲ ସତ୍ୟସାଇ ମନ୍ଦିର ଠାରେ ସତ୍ୟସାଇ ବାବା ଙ୍କ ୯୩ ତମ ଜନ୍ମ ବାର୍ଷିକୀ ଉତ୍ସଵ ପାଳିତ ହେଉଛି ,ଏହି ଉତ୍ସଵ ରେ  ୨୧ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଥିଲା।ଉକ୍ତ ଅବସର ରେ କଳାହାଣ୍ଡି ଜିଲ୍ଲା ଏବଂ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ର ଵ୍ରହ୍ମଚାରି ମାନଂକ ସମୂହ ଵ୍ରତୋପନୟନ କର୍ମ ଆୟୋଜିତ ହୋଇଛି ।ଆୟୋଜନ ରେ ୨ ଜିଲ୍ଳା ରୁ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ଯୋଗଦେଇ ଥିଲେ ।ମୁଖ୍ୟ ପୂଜକ ରୁପେ ପୁରନ୍ଦର୍ ହୋତା ଥିବା ବେଲେ ଜ୍ୟୋତିରଂଜନ ସୁପକାର ସହଯୋଗୀ ପୂଜକ ଥିଲେ ।ମୁଖ୍ୟ ଉପଦେଷ୍ଟା କୃତିବାସ ସୁପକାର ଉପସ୍ଥିତ ରହି ପରିଚାଳନା କରିଥିଲେ।ଆୟୋଜକ ମଧ୍ୟରେ ଦିଲ୍ଲୀପ କୁମାର ପଣ୍ଡା ,ଗୋକୁଳାନନ୍ଦ ପଣ୍ଡା ,ଲମ୍ବୋଦର ନିଆଳ ,ନୀଳମଣି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

 

0
0
0
s2sdefault