- Hits: 825
ଜମୁଛି ବ୍ୟାସସରୋବର ମେଳା
ଯାଜପୁରରୋଡ୍/ବ୍ୟାସନଗରରୁ ଜୟଶଙ୍କର ଦାଶ : ବ୍ୟାସନଗର ଯାହାକି ପ୍ରଥମେ ଡୋଲିପୁର ପରେ ଯାଜପୁରରୋଡ୍ ଓ ବର୍ତ୍ତମାନ ବ୍ୟାସଦେବ ଏବଂ ବ୍ୟାସ ସରୋବର ନାମାନୁସାରେ ବ୍ୟାସନଗର ସହର ରୂପେ ପରିଚିତ । ପୌରାଣିକ ପୀଠ ବ୍ୟାସ ସରୋବର ଆମ ଐତିହ୍ୟ...
ଯାଜପୁରରୋଡ୍/ବ୍ୟାସନଗରରୁ ଜୟଶଙ୍କର ଦାଶ : ବ୍ୟାସନଗର ଯାହାକି ପ୍ରଥମେ ଡୋଲିପୁର ପରେ ଯାଜପୁରରୋଡ୍ ଓ ବର୍ତ୍ତମାନ ବ୍ୟାସଦେବ ଏବଂ ବ୍ୟାସ ସରୋବର ନାମାନୁସାରେ ବ୍ୟାସନଗର ସହର ରୂପେ ପରିଚିତ । ପୌରାଣିକ ପୀଠ ବ୍ୟାସ ସରୋବର ଆମ ଐତିହ୍ୟ...
ବାରିପଦା(୨୦/୦୧)- ବାରିପଦା ଛଉପଡ଼ିଆ ପରିସରରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶୁଭ ଗଣବିବାହ କାର୍ଯ୍ୟକ୍ରମ ଚଳିତ ଜାନୁଆରୀ ୨୩ରେ ଆୟୋଜିତ ହେବ । ଉକ୍ତ ଗଣବିବାହ ଉତ୍ସବରେ ମୋଟ ୧୨ ଯୋଡ଼ା...
ଭୁବନେଶ୍ୱର : ଟା୍ରଇଟୁନ ଏକାଡେମୀର ଡିଜାଇନ ଛାତ୍ରଛାତୀ୍ର ମାନଙ୍କ ଦ୍ୱାରା ଶନିବାର ଦିନ ଡିଜାଇନ ପ୍ରଦର୍ଶନୀ ‘ଉଦ୍ଭବ’ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ସଭାପତି...
ପାରାଦୀପରୁ ଉପେନ୍ଦ୍ର ଗୁରୁ : ଗତ ୬ତାରିଖ ଠାରୁ ଆରମ୍ଭ ହୋଇ ୧୨ଦିନ ଧରି ଚାଲିଥିବା ପାରାଦୀପ ମହାବିଦ୍ୟାଳୟର ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମରକ୍ଷା କୌଶଳ ତାଲିମ ଶିବିରଉଦଯାପିତ ହୋଇଯାଇଅଛି । ଆଜିର ଏହି ଉଦ୍ୟାପନୀ...
ଅ।ରମ୍ଭ ହେଲା ଏନଏଚ ଡିଭାଇଡରରେ ବୃକ୍ଷରେ।ପଣ,ଲାଗିବ ସାଢେ ତିନିହଜାର ଗଛ ଭୁବନେଶ୍ୱର/SAROJ : ଗଛ ଲଗାଇବା, ଗଛ ବଂଚାଇବା ମିଶନ ନେଇ ଭୁବନେଶ୍ୱର ଓ ଏହାର ଅ।ଖପାଖ ଅ।ଖପାଖ ଅଞ୍ଚଳରେ ସୁବଜିମା ଭରିଦେବା ପାଇଁ ବ୍ୟାପକ ବୃକ୍ଷରେ।ପଣ...