ହେଡଲାଇନସ୍:

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ଦିର୍ଘ ୨ବର୍ଷ କାଳ ଯୁବତୀଙ୍କ ସହ ଶାରାରିକ ସମ୍ପର୍କ ରଖିଲେ l ବିବାହ କରି ଘରକୁ ବୋହୂ କରି ନେବେ ବୋଲି କଥା ବି ଦେଇଥିଲେ lହେଲେ ଦିନ ଗଡ଼ିଲା ସିନା , ଯୁବତୀଙ୍କୁ ବିବାହ କଲେନି l ବରଂ ଆଉ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାହାରି ଥିଲେ l ଯୁବତୀ ଜଣକ ପ୍ରେମିକଙ୍କ ଏହି ଯୋଜନା ଜାଣିବାପରେ ବିବାହ କରିବାକୁ କହିଥିଲେ l ପ୍ରେମିକ କିନ୍ତୁ ମନା କରିଥିଲେ l ଏଣୁ ରେଢ଼ାଖୋଲ ଥାନାରେ ଯୁବତୀ ଜଣକ ଦ୍ୱାରସ୍ଥ ହୋଇଛନ୍ତି ଲ ଅଭିଯୋଗ ପାଇବା ପରେ ପୋଲିସ ସମ୍ପୁକ୍ତ ଯୁବକଙ୍କୁ ଗିରଫ କରିଛି l ସେ ହେଲେ ଚାରମାଳ ଥାନା ବଂଶାଜାଲର କୁତୀବାସ ପ୍ରଧାନ l ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିଲା l ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତ୍ କୁ ପଠାଇ ଦିଆଯାଇଛି l

 

0
0
0
s2sdefault