ହେଡଲାଇନସ୍:

ଭାଲୁ ଆକ୍ରମଣରେ ଦୁଇ ଘାଇଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆପଡା /ପ୍ରିୟବ୍ରତ ପଣ୍ଡା : ଗମ୍ଭାରୀଗୁଡା ପାଖରେ ଭାଲୁ ଆକ୍ରମଣ କରି ଘାଇଲା କରିଛି ଦୁଇ ଜଣଙ୍କୁ | ଜଙ୍ଗଲ ବିଭାଗ ର କର୍ମଚାରୀ ବର୍ତମାନ ଗମ୍ଭାରୀଗୁଡାରେ ଅଛନ୍ତି | ଭାଲୁ ସେଇ ଆଖ ପାଖରେ ଅଛି ଏବଂ ଗର୍ଜନ କରୁଛି । ଆହତ ଙ୍କ ପରିଚୟ ମିଳି ନାହିଁ ।108 ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଖଡ଼ିଆଳ ଡାକ୍ତରଖାନା କୁ ସ୍ଥାନାନ୍ତର କରା ଯାଇଛି । ଖବର ଥାଉ କି ୩ ମାସ ତଳେ କରଙ୍ଗାମାଲ ରେ ଭାଲୁ ଆକ୍ରମଣ ରେ ୧୧ ଗୁରୁତର ଆହତ ହୋଇଥିଲେ ଏଯାବତ ତାଙ୍କୁ କ୍ଷତିପୂରଣ ମିଳିନି ।

0
0
0
s2sdefault