ହେଡଲାଇନସ୍:

ମାନ କରି ଯାଇଥିଲେ,  ମାନଭଙ୍ଗ ଜଙ୍ଗଲରେ ହାରିଲେ ଜୀବନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାଇକମାଲ : - ପାଇକମାଲ ନିକତସ୍ତ ମିଠାପଲି ଗ୍ରାମର ବିଜୟ କୁମାର ସେଠ ଗତ 19 ଡ଼ିସେମ୍ବର ରୁ  ଘରୁ ଝଗଡା କରି କୁଆଡେ ଚାଲି ଯାଇଥିଲେ । ଆଜି ମାନଭଙ୍ଗ ଜଙ୍ଗଲ ଭିତରେ ଜଣେ ଲୋକର ଝୁଲନ୍ତା ସବ ଦେଖି ଗ୍ରାମବାସୀ ମାନେ ଥାନାକୁ ଜଣାଇଥିଲେ । ପାଇକମାଲ ଥାନାର ଏଏସଆଇ  ପ୍ରକାଶ ଚନ୍ଦ୍ର ଭୋଇ ଘଟଣାସ୍ଥଳ କୁ ପହଂଚି ତଦନ୍ତ କରିବା ପରେ ଜଣା ପଡିଲା ଯେ ମୃତ ଦେହଟି ବିଜୟଙ୍କର । ଏନେଇ ପାଇକମାଲ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନ 23 /2018  ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ପଦ୍ମପୁର ଡାକ୍ତରଖାନା କୁ ପଠାଉ ଦିଆଯାଇଛି ଏବଂ ଘଟଣା ର ତଦନ୍ତ ଜରିରହିଥିବା ଶ୍ରୀ ଭୋଇ ଜଣାଇଛନ୍ତି ।

0
0
0
s2sdefault