ହେଡଲାଇନସ୍:

ବଜ୍ରାଘାତ:2  ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରେଢ଼ାଖୋଲ ଥାନା ଖେତ୍ରପୁର ଗ୍ରାମରେ ମଙ୍ଗଳବାର ସଂନ୍ଧ୍ୟା ରେ ବଜ୍ରାଘାତ ହେବାରୁ 2 ମହିଳା ଗୁରୁତର ଅାହତ ହୋଇଛନ୍ତି | ଆହତମାନେ ହେଲେ ରଜନୀ ଲାକାଡା(38),ତେରେସା ଲାକାଡା(65)| ଆହତ ଦୁୟ ଗାଁ ନିକଟରେ ଗାଇ ଚରାଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟି ଗୁରୁତର ଆହତ ହୋଇଥିଲେ | ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ରେ ରଖାଯାଇଛି  |

0
0
0
s2sdefault