ହେଡଲାଇନସ୍:

ଓଡିଶା ସରକାରଙ୍କ ସଫଳ ନୀତି ଆଣିଛି ବିକାଶ : କେନ୍ଦ୍ରମନ୍ତ୍ରୀ ରିଜେଜୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ଓଡିଶା ଆସିଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜେଜୁ | ଆଉ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ | କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ | ଆଉ ବୈଠକ ପରେ ଟୁଇଟ କରି ରାଜ୍ୟ ସରକାରଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ | ରାଜ୍ୟରେ କ୍ରୀଡା କ୍ଷେତ୍ରରେ ହୋଇଥିବା ଅଗ୍ରଗତିରେ ଖୁସି ବ୍ୟକ୍ତ କରି ଲେଖିଛନ୍ତି " ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ମୁଁ ବେଶ ଖୁସି | ଓଡିଶା ସରକାରଙ୍କ ସକାରାତ୍ମକ ପଦକ୍ଷେପ ଓ ଉତ୍ସାହଜନକ ନୀତିଯୋଗୁ କ୍ରୀଡା କ୍ଷେତ୍ରରେ ଅଶେଷ ବିକାଶ ହୋଇ ପାରିଛି  ବୋଲି ରିଜେଜୁ କହିଛନ୍ତି |  

0
0
0
s2sdefault