ହେଡଲାଇନସ୍:

ଧର୍ମ ପ୍ରାଣା ମହିଳାଙ୍କ ପରଲୋକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୁଧବାର ଦିନ  ଶିବାନନ୍ଦ ନଗର ,ପାରଳାଖେମୁଣ୍ଡି ସ୍ଥିତ  ବାସଭବନରେ ସରୋଜିନୀ ପଣ୍ଡାଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ଓ ଦୁର୍ଗା ମାଧବ ପଣ୍ଡା ମା । 

    ସେ ଜଣେ ଆଧ୍ୟାତ୍ମିକ ଚିନ୍ତାସଧାରା ସମ୍ପନ୍ନ  ଧର୍ମପ୍ରାଣା ଥିଲେ। ତାଙ୍କ ବିୟୋଗରେ ପରିବାରର ଦୁଇ ପୁଅ, ବୋହୁ ,ଝିଅ ଜ୍ବାଇଁ  ,ଭଣଜା ଗଭୀର ଶୋକରେ ଭାଙ୍ଗି ପଡିଛନ୍ତି। ଏମାନେ ସମସ୍ତେ ମୃତ୍ୟୁ  ସମୟରେ ଉପସ୍ଥିତ ରହିଥିଲେ।

 

0
0
0
s2sdefault