ହେଡଲାଇନସ୍:

ସୁବାଷ ଚୌହାନ ଉଵାଚ : "ଧର୍ମେନ୍ଦ୍ର କଣ ......." (SEE VIDEO)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିବେ ।  ମୁଖ୍ୟମନ୍ତ୍ରୀ ଙ୍କର ଉପରେ ବିଜେପୁର ବାସୀଙ୍କର ପ୍ରଚୁର ଆସ୍ଥା ରହିଛି । ତେଣୁ ରୀତା ସାହୁଙ୍କର ବିଜୟ ସୁନିଶ୍ଚିତ ବୋଲି କହିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଜନସଭା ସହିତ ରୋଡ଼ ସୋ ଓ ସଭା କରିଛନ୍ତି । ଏହି ବାବଦରେ ଶ୍ରୀ ଚୌହାନଙ୍କୁ ପଚାରିବାରୁ ସେ କହିଲେ ଯେ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଲୋକ ଭଲଭାବରେ ଚିହ୍ନି ସାରିଛନ୍ତି । ଲୋକେ ଜାଣିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ କଣ ବୋଲି ଆମ ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ କହିଛନ୍ତି |

 

0
0
0
s2sdefault