ହେଡଲାଇନସ୍:

ଜନ୍ମ ନେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟରେ ଆଉ ଏକ ବିଶ୍ୱବିଦ୍ୟାଳୟ ଜନ୍ମ ନେଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ  ଅଲଗା କରି ପୃଥକ ଭାବେ ରାଜ୍ୟ ସରକାର ଗଢିଛନ୍ତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ଆଜି ଉଚଶିକ୍ଷା ବିଭାଗ ପକ୍ଷରୁ ଏଥି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଶ୍ୱବିଦ୍ୟାଳୟ ଭବାନୀପାଟଣା ଠାରେ କାର୍ଯ୍ୟ କରିବ । ସୂଚନାଯୋଗ୍ୟ ଯେ କିଛି ଦିନତଳେ ବଲାଙ୍ଗୀର ରେ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ ସରଜାର ।

0
0
0
s2sdefault