ହେଡଲାଇନସ୍:

ଖୋଲୁଛି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଗୁମର 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

  ନୂଆପଡାରୁ ସ୍ୱତନ୍ତ୍ର ପ୍ରତିନିଧି ପ୍ରିୟବ୍ରତ ପଣ୍ଡା: ଖୋଲୁଛି ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ର ଲିକର ଗୁମର | Beo ଇନ୍ଦ୍ରମଣି ପାଣିଗ୍ରାହୀ ଉପସ୍ଥିତ |  କରଙ୍ଗାମାଲ ପରୀକ୍ଷାକେନ୍ଦ୍ରରେ ଶିକ୍ଷକ ନଜରବନ୍ଦ  | ପହଂଚିଲେ sp ନୂଆପଡା |  "ଏହା ଲୋକାଲ ଲେବେଲ ଚିଟିଙ୍ଗ ବୋଲି ଭାବୁଛି | ଏହା କୌଣସି ଲିକ ନୁହେଁ | ଆମେ ତଦନ୍ତ କରୁଛୁ | ଯିଏ ଦୋଷୀ ଥିବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ " ବୋଲି ନୂଆପଡା ଏସ୍ପି କହିଛନ୍ତି | 

ସେପଟେ ପ୍ରଶ୍ନପତ୍ର ଲିକ ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତଫା ଦାବି କରି ଏବିଭିପି ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି |

 

0
0
0
s2sdefault