ହେଡଲାଇନସ୍:

ପଦ୍ମପୁରରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଯୋଗଦାନ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଲଖମରାର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ବିଭାଗୀୟ ପଦୋନ୍ନତି ପାଇ ସେ ଏଠାରେ ବି.ଇ.ଓ. ପଦରେ ଯୋଗଦାନ କରିଛନ୍ତି । ତାଙ୍କ ଦାୟିତ୍ବ ନେବା ପରେ ରାଜବୋଡ଼ାସମ୍ବର ବ୍ଲକର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଶା କରିଛନ୍ତି ପଦ୍ମପୁର ବୁଦ୍ଧିଜୀବୀ ମହଲ । ଏଠାରୁ ପୂର୍ବରୁ ବିଇଓ ଭାବରେ କାର୍ଯ୍ୟ ତୁଲାଇଥିବା ଶ୍ରୀ ସୁନୀଲ କୁମାର ମୁଣ୍ଡୁ ତାଳଚେର ବି.ଇ.ଓ. ଭାବରେ ଯୋଗଦାନ କରିବେ।

0
0
0
s2sdefault