ହେଡଲାଇନସ୍:

 ଭରୁଆମୁଣ୍ଡା ଠାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲ୍ଲୀ/Nirakar Meher  :  ନୁଆପଡା  ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା  ପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ଯ ଅତୀଥୀ  ସିନାପାଲି ଜିଲ୍ଲା ପରିଷଦ ପ୍ରିୟ ରଞ୍ଜନ ମେହେର , ସରପଞ୍ଚ କବିତା ତାଣ୍ଡି , P E O ପ୍ରେମଲାଲ ନାଏକ , B.D.O. ସୁରେନ୍ଦ୍ରମେହେର,ପର୍ଯ୍ୟଵେକ୍ଷକ ସରୋଜ ପ୍ରଧାନ,ବ୍ଲକ ବିଜେଡି ଯୁବ ସଭାପତି ସୁରେଶ ବାଗ, ବ୍ଲକ ଉପାଦକ୍ଷ ସୁବାଷ ଅଗ୍ରୱାଲ,  ମଞ୍ଚାସିନ ହୋଇଥିଲେ | ହିତାଧୀକାରିମାନଙ୍କୁ ପେନସନ ,ରାସନ କାର୍ଡ,L.E.D ball ବଣ୍ଟନ କରାଯାଇଥିଲା |ସମସ୍ତ ଅତିଥୀ ନିଜ ନିଜ ବକ୍ତବ୍ୟରେ ପିଠା କାର୍ଯ୍ୟକ୍ରମ ବିଷୟରେ ସରକାରଙ୍କ ଯୋଜନା ଉପରେ କହିଲୋ | ଗ୍ରା.ପ ଥିବା ଏସ. ଏଚ. ଜି. ଗ୍ରୁପର ସଦସ୍ୟମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରି ଆଣିଥିଲେ |ଏବଂ ସମସ୍ତ ବିଜୁ ଯୁବ ବାହିନୀ ର ଭାଇ ମାନେ ,ଅଙ୍ଗନୱାଡି ଦିଦି,ଆଶାକର୍ମି ଉପସ୍ଥିତ ରେ ସହଯୋଗ କରିଥିଲେ | ଏଥିରେ ପାଲା ମାଧ୍ୟମରେ ସରକାରଙ୍କ ଯୋଜନା ଉପରେ ବୁଝାଇଲେ |

0
0
0
s2sdefault