ହେଡଲାଇନସ୍:

ଇଭିଏମ/ଭିଭିପାଟ ସମ୍ପର୍କରେ ସଚେତନତା ରଥ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ମାଣ୍ଡୋସିଲ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ  ଚେରଙ୍ଗାଝାଞ ଗ୍ରାମରେ ଓଡିଶା ନିର୍ବାଚନ ଆୟୋଗ ଙ୍କ ଦ୍ବାରା ଆୟୋଜିତ ଇଭିଏମ/ଭିଭିପାଟ ସଚେତନତା ରଥ ଦ୍ବାରା ଗ୍ରାମର ୧୦୯ ଜଣ ମହିଲା ଓ ପୁରୁଷ ଭୋଟରଙ୍କୁ ଇଭିଏମ/ଭିଭିପାଟ ମେସିନ ବିଷୟରେ  ସଚେତନତା ସୃଷ୍ଟି କରାଯାଇଥିଲା | କେମିତି ଇଭିଏମ ରେ ଭୋଟ  ଦେଲାପରେ ଆମେ ଭିଭିପାଟ ମେସିନ ର ଝରକା ତାହା ୭ ସେକଣ୍ଡ  ପାଇଁ ଦେଖିବା ପରେ ଆମେ ଯେଉଁ ଚିହ୍ନରେ ଭୋଟ ଦେଲା ତାହା କାଗଜରେ ଛାପିହୋଇ ଭିଭିପାଟ ବକ୍ସରେ ରହିବ ଓ  ଭୋଟଦାନର ସୁବିଧାଜନକ ଢଙ୍ଗରେ କେମିତି କରିହେବ , ସେ ବିଷୟରେ ବୁଝାଇ ଥିଲେ।ନିର୍ବାଚନ  ଆୟୋଗଙ୍କ ତରଫରୁ ପାଇକମାଲ ବ୍ଲକ ଯେ ରାଜକୁମାର ସାହୁ, ବ୍ଲକ ବେଵା ଗୁରୁଚରଣ ଦାସ, ବ୍ଲକ ଦେଓ ଶୁକଦେବ ସାହୁ, ବ୍ଲକ ପିଅନ ହେମନ୍ତ କୁମାର ଦେହେରୀ, ଥାନା କନେଷ୍ଟବଳ ରାଜେଶ ବାଗ ଅଂଶ ଗ୍ରହଣ କରିଥିଲେ।

0
0
0
s2sdefault