ହେଡଲାଇନସ୍:

ହାତୀ ଆକ୍ରମଣ ରେ ଯୁବକର ମୃତ୍ୟୁ : ବିପଦରେ ଜନବସତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧାରୁ (ସେକଜାଫର): ପୁଣି ଖୋର୍ଦ୍ଧାରେ ହାତୀ ଆକ୍ରମଣ ରେ ଯୁବକର ମୃତ୍ୟୁ। ସୂଚନା ମୁତାବକ ଯୁବକ ଜଣକ ବେଗୁନିଆ ବ୍ଲକ ଅନ୍ତର୍ଗତ ଭୁଆସୁଣୀ ପାଟଣା ଗ୍ରାମର ପ୍ରିୟବ୍ରତ ପରିଡ଼ା । ନୀତିଦିନ ବନ୍ୟଜନ୍ତୁଙ୍କ ଆକ୍ରମଣରେ ବିପଦରେ ଜନବସତି । କେତେ ବେଳେ ବହୁମୂଲ୍ୟ ଜୀବନ ମୃତୁ ଘଟିଲାଣିତ ଆଉ କେତେବେଳେ କୃଷକ ମାନଙ୍କର ଫସଲ ନଷ୍ଟ ହେଲାଣି । ସିଧା ସିଧା କହିବାକୁ ଗଲେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି ଲୋକେ । କେତେ ବେଳେ ବାରହା ଆକ୍ରମଣ କଲାଣିତ କେତେ ବେଳେ ଜଂଗଲୀ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଲୋକେ । ଏହା ଏକ ବଡ଼ ପ୍ରଶ୍ନ ବାଚକ ଶ୍ରୁଷ୍ଠୀ କରିଛି ଜନସାଧାରଣଙ୍କ ମନରେ ।

0
0
0
s2sdefault