ହେଡଲାଇନସ୍:

ବିଜେପୁର ରେ ବିଜେପିର ପ୍ରଚାର ମଙ୍ଗ ଧରିଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ- ସମଗ୍ର ଦେଶ ପାଳନ କରୁଛି  ନିର୍ବାଚନି  ପର୍ବ । ସମଗ୍ର ଦେଶରେ ଉତ୍ସାହର ମାହୋଲ । ଏହି ଅବସରରେ ବିଜେପୁର  ନିର୍ବାଚନ ମଣ୍ଡଳି ଉତ୍ସବ ମୁଖର ହୋଇଥିବାର ଦେଖାଯାଇଥିଲା । ଆଜି ପୂର୍ବ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ବିଜେପୁର ନିର୍ବାଚନି କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଲେ ଏକ ବିଶାଳ ରାଲିରେ ବିଜେପୁର ରେ ଆଜି ହଜାର ହଜାର  ପୁରୁଷ ଓ ମହିଳା ବାହାରିଥିଲେ । ବିଜେପି ଜିନ୍ଦାବାଦ . ନରେନ୍ଦ୍ର ମୋଦି ଜିନ୍ଦାବାଦ ସନତ ଗଡତିଆ ଜିନ୍ଦାବାଦ ନାରାରେ ନଗର ପରିକ୍ରମା କରିଥିଲେ । ଶ୍ରୀମାନ ସନତ କୁମାର ଗଡତିଆ ଙ୍କୁ ପୁସ୍ପମାଲ୍ୟ ଉପଢୌକନ ଦେଇ ଲୋକେ ବିପୁଳ  ସମ୍ବର୍ଦ୍ଧନା ଦେଇଥିଲେ ।  ଘର ଘର ବୁଲି ପୁସକାର୍ଡ  ବିଜେପି ବିଧାୟକ ପ୍ରାର୍ଥୀ ସନତ କୁମାର ଗଡତିଆ ବାଣ୍ଟିଛନ୍ତି।ସନତ ଗଡତିଆ ଙ୍କୁ ବିପୁଳ ଜନସମର୍ଥନ ମିଳିବାରେ ଲାଗିଛି । ସେଲିବ୍ରେଟି ତଥା ବିଜେପି ନେତ୍ରୀ ପିଙ୍କି ପଧାନ . ବିଜେପି  ପ୍ରଭାରି ଶୁକାନ୍ତ ଦାଶ. ନେତା ପ୍ରବିଣ ପାଣିଗ୍ରାହି ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

0
0
0
s2sdefault