ହେଡଲାଇନସ୍:

ଘୋଷିତ ହେଲା ବିଜେପି ପ୍ରାର୍ଥୀ ତାଲିକା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କଟକ ବରବାଟିରୁ ଲଢ଼ିବେ ଡାକ୍ତର ପି ସି ମହାପାତ୍ର

ଭୁବନେଶ୍ୱର  :ଓଡ଼ିଶାରେ ବାକି ଥିବା ଆସନ ଗୁଡିକ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

କିଏ କେଉଁଠାରୁ ପ୍ରାର୍ଥୀ


ଘଷିପୁରା- ଡ. ଶମ୍ବୁନାଥ ରାଉତ
ଭୋଗରାଇ- ଆଶିଷ ପାତ୍ର
ଭଣ୍ଡାରିପୋଖରୀ- ସୁଧାଂଶୁ ନାୟକ
ବରୀ- ଉମେଶ ଚନ୍ଦ୍ର ଜେନା
ବାରବାଟୀ-କଟକ- ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର
ବେଗୁନିଆ- ପ୍ରକାଶ ଚନ୍ଦ୍ର ରଣବିଜୁଳି

Image

 

0
0
0
s2sdefault