ଆଶିର୍ବାଦ ସମାରୋହ ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ସ୍ଥାନୀୟ ବିଜୁ ଜନତା କାର୍ଯ୍ୟାଳୟ ଠାରେ ଏକ ଆଶିର୍ବାଦ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଆମର ଦଳ ସବୁବେଳେ ମାତୃଶକ୍ତି ଙ୍କୁ ଯଥେଷ୍ଟ ସମ୍ମାନ ଦେଇ ତାଙ୍କର ଜୀବନ ଜୀବିକା ର ସୁଧାର ପାଇଁ ଅନେକ ସଫଳ ଯୋଜନା ପ୍ରଣୟନ କରୁଥିବାରୁ ରାଜବୋଡାସମ୍ବର ବ୍ଲକ ର ଶହସ୍ରାଧିକ ମାଁ ଓ ଭଉଣୀ ମାନେ ଖୁସି ମନରେ ଆସି ଭରପୁର ଆଶୀର୍ବାଦ କରିଥିଲେ । ଏହି ସମାରୋହରେ ବିଧାୟିକା ବର୍ଷା ସିଂ ବରିହା , ଏସ.ଡ଼ି.ସି ଅଧ୍ୟକ୍ଷା ଶୁଶୀଲା ଭୋଇ, ମିଶନ ଶକ୍ତି ଅଧ୍ୟକ୍ଷା ଶୁବାସିନୀ ସାହୁ, ଉପାଧ୍ୟକ୍ଷା ସାବିତ୍ରୀ ଚାନ୍ଦ, ସମ୍ପାଦିକା ସରସ୍ଵତୀ ସାହୁ, ବରଗତ ଜିଲ୍ଲା ମହିଳା ଉପାଧକ୍ଷା ଗୁଡିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault