ହେଡଲାଇନସ୍:

ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସଂଯୋଜକ ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ ନିମ୍ନ ସଂଯୋଜକ ମାନଙ୍କୁ ନିଯୁକ୍ତ କରିଛନ୍ତି ।

ସଂସଦୀୟ କ୍ଷେତ୍ର ଓ ସଂଯୋଜକଙ୍କ ନାମ
°°°°°°°°°°°°°°°°°°°
ବରଗଡ଼ -ଆଶୁତୋଷ ସ୍ୱାଇଁ
ସୁନ୍ଦରଗଡ଼- ଅନନ୍ତ ସୟନ ପାଢ଼ୀ
ସମ୍ବଲପୁର- ପ୍ରେମ ଶଙ୍କର ମିଶ୍ର
କେନ୍ଦୁଝର -ବିଷ୍ଣୁ ବାରିକ
ମୟୁରଭଞ୍ଜ- ମନୋରଞ୍ଜନ ରାଉତ
ବାଲେଶ୍ୱର- ଜାନକୀବଲ୍ଲଭ ପଟ୍ଟନାୟକ
ଭଦ୍ରକ- ଜିଆ ଉଲ୍ ହକ୍‌
ଯାଜପୁର -ଜିନେଶ ଦାସ
ଢ଼େଙ୍କାନାଳ- ବାଙ୍କନିଧି ବେହେରା
ବଲଙ୍ଗୀର- ଦୀଲ୍ଲିପ ନନ୍ଦ
କଳାହାଣ୍ଡି -ଦ୍ୱାରିକା ମହାପାତ୍ର
ନବରଙ୍ଗପୁର -ରବୀନ୍ଦ୍ର ମହାପାତ୍ର
କନ୍ଧମାଳ- ରାଜୀବ ପଟ୍ଟନାୟକ
କଟକ- ସୁବ୍ରତ ମହାପାତ୍ର
କେନ୍ଦ୍ରପଡ଼ା -ଶଶିକାନ୍ତ ଲେଙ୍କା
ଜଗତସିଂହପୁର- ସୁଦିପ୍ତ କର
ପୁରୀ- ବିପ୍ଲବ ଚୌଧୁରୀ
ଭୁବନେଶ୍ୱର -ହଳଧର ସେଠୀ
ଆସ୍କା -ଘନ ସବର
ବ୍ରହ୍ମପୁର ଶୁଭେନ୍ଦୁ ମହାନ୍ତି
କୋରାପୁଟ -ପୀତବାସ ପଣ୍ଡା

0
0
0
s2sdefault