ହେଡଲାଇନସ୍:

ପ୍ରିୟବ୍ରତ ମାଝୀ ବିଜେଡି ଗଣମାଧ୍ୟମ ସଂଯୋଜକ ନିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଗଣମାଧ୍ୟମ ସଂଯୋଜକ ନିଯୁକ୍ତି ସମ୍ପର୍କିତ ପୂର୍ବରୁ ଜାରି ଆଦେଶକୁ ବାତିଲ କରି ବିଜୁ ଜନତା ଦଳର ଗଣମଧ୍ୟମ ଚେହେରା ତଥା ଟାଣୁଆ ଆଦିବାସୀ ଯୁବ ନେତା ପ୍ରିୟବ୍ରତ ମାଝୀଙ୍କୁ ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଭାବେ ତତ୍କାଳ ନିଯୁକ୍ତି ଦିଆଯାଇଛି | ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଥିବା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |

0
0
0
s2sdefault