ହେଡଲାଇନସ୍:

ଏ.ବି.ସି.ଡି. ନୂଆଖାଇ ଭେଟଘାଟ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏକ ଦିବସୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ଏ. ବି ସି. ଡି ପଦ୍ମପୁରର ନୁଆଁଖାଇ ଭେଟ ଘାଟ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏକ ଦିବସୀୟ ଗ୍ରାମୀଣ ଫୁଟବଲ ଟୁର୍ନାମେଣ୍ଟକୁ ଡ଼କ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ପ୍ରଥମ ମ୍ୟାଚ ପଦ୍ମପୁର ଓ ସମ୍ବଲପୁରୀ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପଦ୍ମପୁର କୁ ସମ୍ବଲପୁରୀ ଦଳ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲେ l ସେହିପରି ଦ୍ୱିତୀୟ ମ୍ୟାଚ ଦହିତା ଓ ଅମ୍ବାମୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ବିଶିଷ୍ଟ ପୂର୍ବତନ ଫୁଟବଲ ଖେଳାଳି ପୋଲିସ ବିଭାଗରେ କାର୍ଯ୍ୟରତ ନରେନ୍ଦ୍ର ସାହୁ ମ୍ୟାନ ଅଫଦି ମ୍ୟାଚ ଆକାଶ ମେହେରଙ୍କୁ ପୁରସ୍କୃତ କରିଥିଲେ l

0
0
0
s2sdefault