ପଦ୍ମପୁର- ଏଲ୍ ଏନ୍ କନଷ୍ଟ୍ରକସନ୍ସ ସତ୍ଵାଧିକାରୀ ସ୍ବର୍ଗତ ରୋସନ୍ ଲାଲ୍ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କ ୭୦ ବର୍ଷ ବୟସରେ ଭୁବନେଶ୍ବରରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଅପରାହ୍ନ ୨ଘ ସମୟରେ ଦେହାନ୍ତ ହୋଇ ଯାଇଛି। ତାଙ୍କ ପାର୍ଥିବ ଶରୀର କୁ ଭୁବନେଶ୍ବର ରୁ ପଦ୍ମପୁର ପହଞ୍ଚିବା ପରେ ଆସନ୍ତା କାଲି ରବିବାର ସକାଳ ୧୦ ଘଣ୍ଟା ୩୦ ମି ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ବର୍ଗଦ୍ବାର ଠାରେ ଅନ୍ବେଷ୍ଟିକ୍ରିୟା ସମାପନ ହେବ ବୋଲି ପରିବାର ପକ୍ଷରୁ ଜଣା ଯାଇଛି। ସେ ଜଣେ ପରୋପକାରୀ ତଥା ଧର୍ମ ପରାୟଣା ମହିଳା ଥିଲେ । ତାଙ୍କ ପଛରେ ପୁଅ ସୁରେଶ,ମୁକେଶ,ଆଦର୍ଶ, ଝିଅ ବିନ୍ଦଳ,ରୂପଶ୍ରୀ ଓ ଜ୍ବାଇଁ ରମେଶ, ବିନୟ, ଅମନ ଆଦି ପରିବାର ତଥା ବନ୍ଧୁ ପରିଜନଙ୍କୁ ଛାଡି ଚାଲି ଯାଇଛନ୍ତି।
ରାଜ୍ୟ
ଧର୍ମପ୍ରାଣା ମହିଳା କିରଣ ଦେବୀ ଅଗ୍ରୱାଲଙ୍କ ପରଲୋକ
- Hits: 862








