ହେଡଲାଇନସ୍:

ସର୍ବ ସାଧାରଣ ଶୌଚାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ସର୍ବ ସାଧାରଣ ଶୌଚାଳୟ ନିର୍ମାଣ ପାଇଁ ମୁଖ୍ୟଅତିଥି ବିଧାୟିକା ବର୍ଷା ସିଂ ବରିହା ଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ସମ୍ମାନିତ ଅତିଥି ଭାବେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, କାଉନ୍ସିଲର ଗୌରୀ ସାହୁ, କନିଷ୍ଠ ଯନ୍ତ୍ରୀ ରାଣାସିଂ ସାଏ ଯୋଗଦେଇ ଥିଲେ l ସୋନୁ ବାଗ, କାଉନ୍ସିଲର ପ୍ରିୟ ରଞ୍ଜନ ଭୋଇ, କବିତା ସେଠ୍, ସୁମିତ ଘିବେଲା, ସବିତା ବରିହା, ସଂଯୁକ୍ତା ପୃଷ୍ଟି, କ୍ଷୀର ସାନବର୍ଷା ଉପସ୍ଥିତ ଥିବା ବେଳେ ଗଙ୍ଗାଧର ମହାପାତ୍ର ପୂଜା କାର୍ଯ୍ୟ ତୁଲାଇଥିଲେ l

0
0
0
s2sdefault