ହେଡଲାଇନସ୍:

କମ୍ୟୁନିଟି ହଲ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୦୨ ଶାନ୍ତିନଗର ଠାରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ କମ୍ୟୁନିଟି ହଲ୍ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ କାଉନ୍ସିଲର କୁନାଲ ପାଣିଗ୍ରାହୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ରାଧାକୃଷ୍ଣ ମନ୍ଦିର କମିଟୀ ର ଶ୍ଯାମ ସୁନ୍ଦର ସାହୁ, ଘନଶ୍ୟାମ ପୁଞ୍ଜି,ରାଜ କୁମାରୀ ସାହୁ, ରଞ୍ଜିତା ସାହୁ ଏବଂ ପଡା ର ବୟୋଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ l

0
0
0
s2sdefault