ପଦ୍ମପୁର :- ଯୋଡା ଶ୍ରାବଣ ଶେଷ ସୋମବାର ରେ ସ୍ଥାନୀୟ ବଡବନ୍ଧ ସ୍ଥିତ ବାବା ରାମେଶ୍ଵର ଙ୍କ ମନ୍ଦିର ରେ କାଉଡିଆ ଙ୍କ ସମେତ ସହସ୍ର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରି ଥିବାବେଳେ କୁନି କୁନି କାଉଡିଆ ମାନେ ପହଞ୍ଚିଥିଲେ ଜଳାଭିଷେକ ପାଇଁ l ଜୟ ଶିବଶମ୍ଭୁ, ବୋଲବମ, ଭୋଲେବାବା ପାର କରେଗା ନାରା ଦେଇ ଚାରି କିଲୋମିଟର ଦୂର ଚିରୋଲି ରୁ ପାଣି ଆଣି ବାବାଙ୍କ ଜଳାଭିଷେକ କରିଛନ୍ତି ସାହୁ ପଡା ର କୁନି କୁନି କାଉଡିଆ ଆୟନ୍ସ୍, ପ୍ରିନ୍ସ ଓ ସାଇ ଶ୍ରୀମୟ l
ରାଜ୍ୟ
ଶ୍ରାବଣ ଶେଷ ସୋମବାର : ବାବା ରାମେଶ୍ଵର ମନ୍ଦିର ରେ ଜଳାଭିଷେକ କଲେ କୁନି କୁନି କାଉଡିଆ l
- Hits: 689








