ପଦ୍ମପୁର :- ପାଇକମାଲ ବ୍ଲକ ବାଦିକଟା ପଞ୍ଚାୟତ ଅନ୍ତର୍ଗତ ସାପଲହର ଠାରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ୮୬ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସବିତା ସାହୁ, ସମିତି ସଭ୍ୟ ଯଶୋବନ୍ତ ପଧାନ, ବିଜେଡି ବରିଷ୍ଠ ନେତା ହୃଦାନନ୍ଦ ବାରିକ, ପାଇକମାଲ ଯୁବ ବିଜେଡ଼ି ସଭାପତି ଗୌତମ ସିଂ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବୁଦ୍ଧଦେବ ଝାନ୍ଟ ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l
ରାଜ୍ୟ
ପାଇକମାଲ ବ୍ଳକ ସାପଲହରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 369








