ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ବ୍ଲକରେ ଆଜି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଛି l ମଧୁବାବୁ ପେନେସନ ଯୋଜନାରେ ୩୦ ଟି ପଞ୍ଚାୟତର ବୃଦ୍ଧା ଉପକୃତ ହୋଇଛନ୍ତି l ଏହି ଭର୍ତ୍ତା ବଣ୍ଟନ ସଭାରେ ମାନ୍ୟବର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ବ୍ଲକ ଉନ୍ନୟନ ଅଧିକାରୀ ଦେବାଶିଷ ରାଉତ, ରୂପରେଖା ସାହୁ, କନକପ୍ରଭା ଲେଙ୍କା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରପଞ୍ଚ ଓ ସମିତିସଭ୍ୟଙ୍କ ଉପସ୍ଥିତିରେ ୬୭୫ ବୃଦ୍ଧାଙ୍କୁ ନୂତନ ଭର୍ତ୍ତା ବଣ୍ଟନ କରାଯାଇଛି l
ରାଜ୍ୟ
ଜଗତସିଂହପୁର ବ୍ଲକରେ ନୂତନ ଭତ୍ତା ବଣ୍ଟନ ଶିବିର
- Hits: 489









