ହେଡଲାଇନସ୍:

ସ୍ୱାଧୀନତା ଦିବସ ଅବସର ରେ ବିଭିନ୍ନ ସ୍ଥାନ ରେ ଯୋଗ ଦେଲେ ବାଣୀ କଲ୍ୟାଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବାସୁଦେବପୁର ରେ ପବିତ୍ର ସ୍ୱାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇ ଯାଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ପତାକା ଉତ୍ତୋଳନ ହୋଇ ଯାଇଛି। ଏହି ଅବସର ରେ ଯୁବ ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି ବାସୁଦେବପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର ବିଭିନ୍ନ ସ୍ଥାନ କୁ ଯାଇ କାର୍ଯ୍ୟ କର୍ମ ରେ ଯୋଗଦାନ କରିଛନ୍ତି। ବାସୁଦେବପୁର ରେ ନାୟକାନ ଦିହ, ବିରସ, କୁ ଯାଇ ପତାକା ଉତ୍ତୋଳନ କାର୍ଯ୍ୟ କର୍ମ ରେ ଯୋଗଦାନ କରିଥିଲେ। ପରେ ଚୂଡ଼ାମଣି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତ ତୀର୍ଥ ଇରମ କୁ ଯାଇଥିଲେ। ପରେ ବାସୁଦେବପୁର ରେ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟା କରିଥିଲେ। ସାରା ଦିନ ବାସୁଦେବପୁର ରେ ବିଭିନ୍ନ ସ୍ଥାନ କୁ ଯାଇ ବିଭିନ୍ନ କାର୍ଯ୍ୟ କର୍ମ ରେ ଯୋଗଦାନ କରିଥିଲେ ବାଣୀ କଲ୍ୟାଣ ମହାନ୍ତି। ତାଙ୍କ ସହ ଲିଙ୍କନ ଦଳାଇ, ପ୍ରଭୁ ଦତ୍ତ ଦାସ, କାଳନ୍ଦୀ ନାୟକ, କିଶୋର ଜେନା, କପିଲ ପଟ୍ଟ ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନ ରେ ଯୋଗ ଦାନ କରି ଛନ୍ତି।

 

0
0
0
s2sdefault