ହେଡଲାଇନସ୍:

ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧି ବଢିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସକାଷେ ଚାଷୀଙ୍କ ଠାରୁ ଆବେଦନ ଗ୍ରହଣ କରିବାର  ଅବଧି ଅଗଷ୍ଟ 22 ତାରିଖକୁ ବୃଦ୍ଧି କରାଯାଇଛି | ସୋସାଇଟି ମାନଙ୍କ ଦ୍ୱାରା ଫର୍ମର ଡିଜିଟାଈଯେସନ ଅବଧି ଅଗଷ୍ଟ 28 ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ 30ତାରିଖ ସୁଦ୍ଧା ମାଷ୍ଟର ଫାର୍ମର ଲିଷ୍ଟ ଚୂଡାନ୍ତ କରିବା ପାଇଁ ଏକ ଚିଠି ମାଧ୍ୟମରେ ଯୋଗାଣ ବିଭାଗ ପକ୍ଷରୁ ସମବାୟ ନିବନ୍ଧକ ଓ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି.

0
0
0
s2sdefault