ହେଡଲାଇନସ୍:

ପଦ୍ମପୁର ଏନ୍ ଏ ସି ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦେଇ ୩୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ କାଉନ୍ସିଲର କ୍ଷୀର ସାନବର୍ଷା, ସବିତା ବରିହା, ସମାଜିକ ସୁରକ୍ଷା କାର୍ଯ୍ୟକାରୀ ସହାୟକ ଅବିନାଶ ବହିଦାର, କିଶୋର ପଣ୍ଡା, ଅଜିତ ମହାକୁଡ, ସୁଲେଖା ପଣ୍ଡିତ, ଅନୁରାଧା ଚାନ୍ଦ, ରାଣା ସିଂ ସାଏ ଙ୍କ ସମେତ ଏନ୍.ଏ .ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

0
0
0
s2sdefault