ଜମନକିରା ୧୫/୦୮/୨୩ ବୃକ୍ଷ ହିଁ ଜୀବନ ଆଜି ସମ୍ବଲପୁର ଜିଲ୍ଲା ଦେବସେନା ଜମନକିରା ମଣ୍ଡଳ ଗୌଡପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି, ଏହି ମହତ୍ କାର୍ଯ୍ୟକ୍ରମ ରେ ଯୁବ ପ୍ରକୋଷ୍ଠ ଅଧ୍ୟକ୍ଷ ଦେବସୈନିକ ଆଦରଣୀୟ ଭାଇ କାହ୍ନୁ ଚରଣ ଶାସିନୀ ଏବଂ ଦେବଯୋଦ୍ଧା ସୁରେନ୍ଦ୍ର ଭାଇ,, ବସନ୍ତ ଭାଇ,, ପ୍ରବୀଣ ଭାଇ,, ବିଶେଷ ଭାଇ,,ଦୀପକ ଭାଇ,,ସମସ୍ତ କର୍ମକର୍ତ୍ତା ସଦସ୍ୟ ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏହା ସହ ଦେଶବାସୀ ଙ୍କୁ ଦେବସେନ ପକ୍ଷରୁ ସମସ୍ତଙ୍କୁ ହୃଦୟରୁ ନମସ୍କାର ଜଣାଇବା ସହିତ ଧନ୍ୟବାଦ୍ ଜଣାଇଛନ୍ତି।
ରାଜ୍ୟ
୭୭ ତମ ସ୍ବାଧୀନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
- Hits: 267








