ହେଡଲାଇନସ୍:

ସିଆରପିଏଫ  ୧୮୯ /ସି  କମ୍ପାନୀ ଦ୍ୱାରା ସ୍ୱଚ୍ଛତା ପକ୍ଷ ପାଳନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ର ପଇକମାଲ ଠାରେ କାର୍ଯରତ  ସିଆରପିଏଫ ର ୧୮୯ /ସି  କମ୍ପାନୀ ଦ୍ୱାରା ଗତ 15ତାରିଖରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ପଇକମାଲର ଥାନା ପରିସର ,ଡାକ୍ତରଖାନା ପରିସର ,ଷ୍ଟେଟ ବ୍ୟାଙ୍କ ପରିସର ,ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ପରିସର ,କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସର ଓ ନୃସିଂହନାଥ ପରିସର କୁ କମାଣ୍ଡିଙ୍ଗ ଅଫିସର ଶ୍ରୀ ଅବଦୁଲ ଆହାଦଙ୍କର ମାର୍ଗ ଦର୍ଶନରେ  ସିଆରପିଏଫ ରେ ଅଧିକାରୀ ଓ ଯବାନ ମନେ ସମ୍ପୂର୍ଣ ଭାବରେ ସଫା ସୁତୁରା କରିଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଗାନ୍ଧୀ ଜୟନ୍ତି ପର୍ଯନ୍ତ ଚାଲୁ ରହିବ ବୋଲି  ସିଆରପିଏଫ ୧୮୯ /ସି  କମ୍ପାନୀ ର ମୁଖ୍ୟ ଶ୍ରୀ ଆହଦ ଜଣାଇବା ସହିତ ସମସ୍ତେ ନିଜ ନଜର ପାରିପାର୍ଶ୍ବକୁ ସବୁ ବେକେ ସଫା ସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି।

 

0
0
0
s2sdefault