ହେଡଲାଇନସ୍:

 ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ(ଯଶୋବନ୍ତ ସାହୁ) : ଓଡ଼ିଶା ଅଗ୍ନିଶମ ବାହିନୀ ଆହ୍ନାନ କ୍ରମେ 6 ଦଫା ଦାବି ନେଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଦମକଳ ବାହିନୀ ପକ୍ଷରୁ  ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି l ଏଥିରେ ରେଢ଼ାଖୋଲ ଅଗ୍ନିଶମ ସେବା କେନ୍ଦ୍ରର ମୁଖ୍ୟ ଭୀମସେନ୍ ବେହେରା,ଦିବାକାର ଗନ୍ତାୟତ,ପୀତାମ୍ବର ନାୟକ,ରଘୁନାଥ ବେହେରା,ଅଶୋକ ସାହୁ,ବିପିନ କିଷାନ ପ୍ରମୁଖ ସାମିଲ ଥିଲେ l ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ବିଭାଗ ପଖ୍ୟରୁ କୁହାଯାଇଛି | 

0
0
0
s2sdefault