ଖୋର୍ଦ୍ଧା /ଚିଲିକା :(ସେକ୍ କୌଶର )ଖୋର୍ଦ୍ଧା ଜିଲ୍ଲା ସରଧାପୁର ଗ୍ରାମରେ ଉଦଯାପିତ ହୋଇଯାଇଛି ମୁସଲମାନ ସମ୍ପ୍ରଦାୟର ଏକ ଜିଲ୍ଲା ସ୍ତରୀୟ ଇଜିତମା | ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ମୁସଲିମ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା .ଏଠାରେ ତିନିଦିନ ଧରି ଏହି ଇଜିତମାରେ ବଡ ବଡ ଧର୍ମଗୁରୁ ଯୋଗ ଦେଇ ଆଲ୍ଲାହାଙ୍କର ବାର୍ତା ପ୍ରଦାନ କରିଥିଲେ | ସୂଚନାଯୋଗ୍ୟ ଯେ, ପ୍ରତେକ ଜିଲାରେ ବର୍ଷକୁ ଥରେ ଇଜିତମା ଅନୁଷ୍ଠିତ ହୁଏ | ଏହା ହେଉଛି ଏକ ଭାଇଚାରାର ମିଳନ | ଏଠୁ ବହୁ ସଂଖ୍ୟାରେ ଜମାତ କାର୍ଯ୍ୟ ପାଇଁ ଦେଶ ବିଦେଶକୁ ଯାଇଥାନ୍ତି !
ରାଜ୍ୟ
ଖୋର୍ଦ୍ଧା ସରଧାପୁରରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଇଜିତମା
- Hits: 346