ହେଡଲାଇନସ୍:

କେନ୍ଦ୍ରୀୟ ବିଦ୍ୟାଳୟ ଭା.ନୋ.ପୋ ଚିଲିକା ରେ ପାଳନ ହେଲା ଏନ.ସି.ସି ଦିବସ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚିଲିକା/ଖୋର୍ଦ୍ଧା :-(ସେକ କୌଶର)ଆଜି ଏନ.ସି.ସି ଦିବସ ଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ରେ 1(o)ନାଭାଲ ୟୁନିଟ ଛାତ୍ର ଙ୍କ ତରଫରୁ ନାଭାଲ ବେଶ ଭିତରେ ସଡ଼କ ସୁରକ୍ଷା, ଜୀବନ ରକ୍ଷା ଏବଂ ଏନ.ସି.ସି ବିଷୟ ରେ କିଛି ଆଲୋଚନା କରାଯାଇଥିଲା l କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଟ୍ରେନିଙ୍ଗ ସେଣ୍ଟର ପର୍ଯନ୍ତ ଏକ ପଦଯାତ୍ରା ସଡ଼କ ସୁରକ୍ଷା ବିଷୟରେ ହୋଇଥିଲା l ଏହି କାର୍ଯ୍ୟକ୍ରମ ଟି ଉକ୍ତ ଚିଲିକା ସି.ଟି.ଓ ଚିନ୍ମୟ ପ୍ରସାଦ ନାୟକ, କମାଣ୍ଡର ଆଶୁତୋଷ ଡାକୁଆ, ଏବଂ ଛାତ୍ର କ୍ୟାଡେଟ ସେକ ସରତାଜ, ଯୁବେର ଏହମଦ, କୀରତ ପଢି, ପ୍ରିୟାଂଶୁ ସିଂ , ତାପସ କୁମାର କୁ ବେହେରା, ଆୟୁଷ୍ମାନ ମହାପାତ୍ର, ଆଶିଷ ନାୟକ, ଅନିଶ ଖାନ, ସୋମ୍ୟ ରଞ୍ଜନ ପ୍ରଧାନ,ଅନ୍ୱେଷ କୁ ବେହେରା, ଅଂଶୁମାନ ମହାନ୍ତି ଓ ଅନ୍ୟାନ ସିନିଅର ଛାତ୍ର ଙ୍କ ଦ୍ଵାରା ଏହା ସଫଳ ହୋଇଥିଲା l

0
0
0
s2sdefault