ହେଡଲାଇନସ୍:

ପଞ୍ଚାୟତ ସମ୍ମୁଖରେ ଧାରଣା ବସିଲେ S.H.G ମହିଳା ଓ ୱାର୍ଡ ମେମ୍ବର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ସତ୍ୟବ୍ରତ ନାୟକ, ଭଦ୍ରକ):  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅଫିସ ଫାଟକ ସମ୍ମୁଖରେ ଧାରଣାରେ ଦେଲେ । ଗତ ୨୭ ତାରିଖରେ ଦିନ ପୋଖରୀ, ଗଡିଆ, ଜୋର, ନାଳ କାଞ୍ଚିଆହୋଦା ନିଲାମ୍ ବେଳେ S.H.G ମହିଳା ମାନଙ୍କ ସହ କିଛି ପଞ୍ଚାୟତ ର ସରପଞ୍ଚଙ୍କ ସହ ଯୁକ୍ତିତର୍କ  ହୋଇ ଥିଲା । ସୂଚନା ଅନୁଯାୟୀ ଏହା ପରେ S.H.G ମହିଳା ମାନେ ତାଲା ପକେଇ ଥିଲେ। ମହିଳା ମାନଙ୍କ ଅଭିଯୋଗ କ୍ରମେ ପଞ୍ଚାୟତ ର ସରପଞ୍ଚ ଉକ୍ତ ମହିଳା ମାନଙ୍କୁ ଅଶିଳ ଭାସାରେ ଗାଳିଗୁଲଜ କରିଥିବା ମହିଳା ମାନେ କହିଛନ୍ତି। ଯାହାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। କିନ୍ତୁ ଗତକାଲି ପଞ୍ଚାୟତ ରେ ପଡିଥିବା ମହିଳାମାନଙ୍କ ଦ୍ଵାରା ପଡିଥିବା ତାଲା କୁ ପ୍ରଶାସନ ପକ୍ଷରୁ ତାଲା ଭଗ୍ନ କରା ଯିବାରୁ। ଯାହାକୁ ନେଇ ଆଜି ପଞ୍ଚାୟତ ଅଫିସ କାର୍ଯ୍ୟଳୟ ସମ୍ମୁଖରେ S.H.G ମହିଳା ସଦସ୍ୟ ଓ ୯ ଜଣ ୱାର୍ଡ ମେମ୍ବର ମାନେ ସହ ଧାରଣା ଦେଇଥିବା ଜଣା ପଡିଛି।

0
0
0
s2sdefault