ହେଡଲାଇନସ୍:

ପଲ୍ଲବୀ ରାନୀ ରାଜ ରାଜବୋଡାସମ୍ବର ବ୍ଲକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)-ଓଡିଶା ସରକାର ଙ୍କ ପଞ୍ଚାୟତିରାଜ ଓ‌ ପାନୀୟଜଳ ବିଭାଗର ପତ୍ର ସଂଖ୍ୟା ୧୬୭୫୦ ଅନୁସାରେ ପଦ୍ମପୁର ରାଜବୋଡାସମ୍ବର ବ୍ଲକ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗଦେବେ ପଲ୍ଲବୀ ରାନୀ ରାଜ ସେ ଏବେ କୋଇଡା ବିଡ଼ିଓ ଭାବରେ କାର୍ଯ୍ୟରତ ଅଛନ୍ତି । ସେହିପରି ରାଜବୋଡାସମ୍ବର ର ବର୍ତ୍ତମାନ ବିଡ଼ିଓ ଶଙ୍କର୍ଷଣ ବେହେରା ଙ୍କୁ କେନ୍ଦ୍ରାପଡ଼ା ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।

0
0
0
s2sdefault