ସାମ୍ଭାବ୍ୟ ଲଘୁଚାପ ଜନୀତ ବର୍ଷା ପାଇଁ ଜିଲ୍ଲା ପାଳଙ୍କ ସତର୍କ ସୂଚନା ।   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ: ( ସତ୍ୟଭୂଷଣ ସ୍ବାମୀ ): ସାମ୍ଭାବ୍ୟ ଲଘୁଚାପ ଜନୀତ ବର୍ଷାଜଳ ପ୍ରଭାବରୁ ଜନସାଧାରଣଙ୍କୁ ନିରାପତ୍ତା ଦେବା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ ସୂଚନା ଓ ନିର୍ଦ୍ଦେଶାନୁଯାୟୀ ଭଦ୍ରକ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ୍ ଓ ବିଜୁଳି ଡିପାର୍ଟମେଣ୍ଟକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ରଖିବାକୁ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରହିବା ସହିତ ମ୍ୟୁନିସପାଲିଟିର ଡ୍ରେନେଜ ବ୍ୟବସ୍ଥା ରେ ଜଳନିସ୍ନାସନ ଉପରେ ଗୁରୁତ୍ଵ ଦେବା ସହିତ ସାଳନ୍ଦୀ ଓ ଡ୍ରେନେଜ ଡିପାର୍ଟମେଣ୍ଟର ଏକ୍ଜ୍ୟୁକ୍ୟୁଟିଭ ଇଂଜିନିୟର ମାନଙ୍କୁ ଜଳନିସ୍କାସନ ବ୍ୟବସ୍ଥା ସୂଚାରୁରୂପେ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଅଧିକ ବର୍ଷାଜନୀତ କାରଣରୁ ଆବଶ୍ୟକ ପଡିଲେ ଲୋକମାନଙ୍କୁ ପକ୍କା ଘରକୁ ସ୍ଥାନାନ୍ତରୀତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି !

0
0
0
s2sdefault