ବୁଗୁଡ଼ା : କରୋନା ବ୍ୟାପୁଥିବା ଦୃଷ୍ଟିରୁ ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା | ଦର୍ଶନ ପାଇଁ ବାହାରୁ କେହି ନଆସିବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା ଅନୁରୋଧ | ବାହାର ଅଂଚଳର ଗାଡିକୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ କଟକଣା | କେବଳ ସ୍ଥାନୀୟ ଅଂଚଳର ଲୋକ କରିପାରିବେ ଦର୍ଶନ | ଗଂଜାମ ଜିଲ୍ଲା ପ୍ରଶାସନ ଜାରିକଲେ କଟକଣା ଏବଂ ଲୋଡିଲେ ସମସ୍ତଙ୍କ ସହଯୋଗ |
ରାଜ୍ୟ
ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା
- Hits: 374