ହେଡଲାଇନସ୍:

ଝାରସୁଗୁଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଦେଶର ଦୁଇ ଜଣ ମହାନ ବରପୁତ୍ରଙ୍କ ଜନ୍ମଦିନ ପାଳନ ହେଉଛି। ଏହି ଅବସରରେ ଝାରସୁଗୁଡ଼ାରେ ମଧ୍ୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। 

ଜିଲ୍ଲାପାଳ ସରୋଜ କୁମାର ସାମଲ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ମ୍ୟୁନିସିପାଲ ଇଞ୍ଜିନିୟର ମନୋଜ ପାତ୍ରଙ୍କ ସମେତ ପିଣ୍ଟୁ ପାଢ଼ୀ ଓ ପୱନ ସୁଲତାନିଆ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ ।

0
0
0
s2sdefault