ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଜୟନାରାୟଣ ଓ ନାଉରି : "ନୂଆଖାଇ"ପାଇଁ କୋହଳ ହେଉ ସଟଡାଉନ୍ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):  ପଶ୍ଚିମ ଓଡିଶାର ଗଣପର୍ବ "ନୂଆଖାଇ"ରେ ସଟଡାଉନକୁ  କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏବଂ ରେଙ୍ଗାଲି ବିଧାୟକ ନାଉରି ନାୟକ ।  ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ସପ୍ତାହନ୍ତ ଶନିବାର ଓ ରବିବାର ସଟ ଡାଉନ ଚାଲିଛି । ଏନେଇ ନିର୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ । ହେଲେ ଅଗଷ୍ଚ ୨୩ ରବିବାର ପଡୁଥିବାରୁ ସେଦିନ ସଟଡାଉନ ହେଉଛି । ଫଳରେ ପଶ୍ଚିମ ଓଡିଶାର ଗଣପର୍ବକୁ ଏହି ସଟ ଡାଉନରୁ ବାଦ ଦିଆଯାଉ ବୋଲି ଉଭୟେ  ପତ୍ର ମାଧ୍ଯମରେ ମୁଖ୍ୟମନ୍ତ୍ରୀ ଙ୍କୁ  ଅନୁରୋଧ କରିଛନ୍ତି ।

0
0
0
s2sdefault