ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ମହାମାରୀର କାୟା l ଜ଼ିଲ୍ଲା କରୋନାକୁ ମାତ ଦେବା ପାଇଁ ସମ୍ବଲପୁର ଜ଼ିଲ୍ଲା କୁ ଆଗାମୀ ୧୮ ଓ ୧୯ ତାରିଖ ୨ ଦିନ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛି ଜ଼ିଲ୍ଲା ପ୍ରଶାସନ । କେବଳ ଜରୁରୀକାଳିନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
ରାଜ୍ୟ
୧୮ ଓ ୧୯ ତାରିଖ ୨ ଦିନ ଲାଗି ସମ୍ବଲପୁର ଜ଼ିଲ୍ଲା ସଟ୍ ଡାଉନ୍
- Hits: 306