ପୁରୀ (ଶାସକ ପ୍ରଶାସକ) ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ନେପାଳର ବୋଲି ନେପାଳ ପକ୍ଷରୁ କରାଯାଇଥିବା ଦାବି ପରିପ୍ରେକ୍ଷୀରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି | ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଧନ ପୀଠ ଶ୍ରୀମଦଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ | "ସାମାଜିକ ସ୍ତରରେ ବହୁ ନାୟକବାଦ ତଥା ପ୍ରଶାସନିକ ସ୍ତରରେ ବିକୃତ ନାୟକବାଦ ନେପାଳର ଅସ୍ତିତ୍ବ ଓ ଆଦର୍ଶର ଵିଧ୍ଵଂସକ | ଭୌଗଳିକ ଓ ଐତିହାସିକ ତଥ୍ୟ ଉପରେ କୁଠାରାଘାତ ନେପାଳର ଅସ୍ତିତ୍ବ ଓ ଆଦର୍ଶର ବିଲୋପକ " ବୋଲି କହିଛନ୍ତି ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ |
सामाजिक स्तरपर बहुनायकवाद तथा प्रशासनिक स्तरपर दूती-नायकवाद नेपाल के अस्तित्व और आदर्श का विध्वंसक।
भौगोलिक और ऐतिहासिक तथ्यपर कुठाराघात नेपाल के अस्तित्व और आदर्श का विलोपक।
श्रीमज्जगद्गुरु - शङ्कराचार्य स्वामी निश्चलानन्दसरस्वती
गोवर्द्धनमठ पुरीपीठ,ओडिशा (भारत)