ଆଜି ଦୁଇ କରୋନା ରୋଗୀ ସୁସ୍ଥ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)ଆଜି ଦୁଇ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଦୁହେଁ ଭୁବନେଶ୍ୱରର |  ସେମାନଙ୍କୁ ହସପିଟାଲରୁ ଛାଡ କରାଯାଇଛି | ଏହି ଦୁଇଜଣଙ୍କୁ ମିଶାଇ ଏ ଯାବତ ୨୧ ଜଣ ସୁସ୍ଥ ହେଲେଣି | 

 

0
0
0
s2sdefault