ଅଚାନକ ଘୁ ଉଦୟଗିରିରେ ପହଁଚିଲେ ଏସପି 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ : ଆଜି ସକାଳେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଆତର୍କିତ ଭାବେ ଘୁ.ଉଦୟଗିରି ଡ୍ରାଇଭରେ ଆସିଥିଲେ I ଏହି ସମୟରେ ଜନଗହଳି ପୂର୍ଣ ସ୍ଥାନ ପରିଦର୍ଶନ କରି ଗହଳି ନ କରି  ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ I ଏହା ସହ ବଜାରକୁ ବାଇକ ଧରି ଆସିଥିବା ବାଇକ ଆରୋହିଙ୍କୁ ବାଇକ ନ ଆଣିବା ପାଇଁ ତାଗିଦ କରିଛନ୍ତି I ସରକାରୀ ଆଇନକୁ କଡାକଡି ଭାବେ ଯେପରି ଲାଗୁ ହେବ କନ୍ଧମାଳ ଏସପି ସ୍ଥାନୀୟ ପୁଲିସକୁ ନିର୍ଦ୍ଧେଶ ଦେଇଛନ୍ତି I

0
0
0
s2sdefault