ହେଡଲାଇନସ୍:

କୁକୁଡାବହାଳୀ ଉଚ୍ଚ ବିଦ୍ୟାଳୟ ରେ ବନ୍ଧୁ ମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଳୀ ର ସନ୍ଥ କବି ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ୨୦୧୦ ମସିହାର ଛାତ୍ରଛାତ୍ରୀ ଏବଂ ସ୍କୁଲର ସ୍ଥାୟୀ ଶିକ୍ଷକ ଓ ପୂରାତନ ଶିକ୍ଷକ ଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଦଳୀଗଡ ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିହର ପ୍ରଧାନ ଯୋଗ ଦେଇଥିଲେ I ପ୍ରଥମେ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାଁ ସରସ୍ୱତୀ ପ୍ରତିମୁର୍ତ୍ତି କୁ ଦୀପ ପ୍ରଜ୍ଜଳନ କରି ବିଭିନ୍ନ ପ୍ରକାର ସମାଲୋଚନା କରିଥିଲେ I ଏଥିରେ ବଡକଷିବାହାଳ  ସ୍କୁଲ ର ପ୍ରଧାନ ଶିକ୍ଷକ ସଚ୍ଚିଦା ନନ୍ଦ ପ୍ରଧାନ , ଗରଗଡ ବାହାଳ ସ୍କଲ ର ପ୍ରଧାନ ଶିକ୍ଷକ ନବିନ କୁମାର ବେହେରା , ଡିମିରିମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ସୁନ୍ଦର ନାରାୟଣ ପ୍ରଧାନ ,ରମେଶ ପ୍ରଧାନ, ଗଣ୍ଡାଧର ପ୍ରଧାନ , ଦିଲ୍ଲିପ ରଣା, ସ୍କଲ ର ଖେଳ ଶକ୍ଷକ ନିଗମାନନ୍ଦ ବେହେରା , ଲୋକ ନାଥ ସାହୁ , ଶ୍ରଦ୍ଧାକର ପ୍ରଧାନ , ଅନ୍ତର୍ଜ୍ୟାମି ପ୍ରଧାନ , ଭୋଲେଶ୍ୱର ପ୍ରଧାନ  ଏବଂ ଛାତ୍ରଛାତ୍ରୀ ,ଅରୁପା ପ୍ରଧାନ, ଜୟାନନ୍ଦ ପ୍ରଧାନ , ସମିର ସେଠୀ , ଯଶୋବନ୍ତ ସାହୁ , ବୁଲୁ ସାହୁ , ସଞ୍ଜୟ ପ୍ରଧାନ, ମୁନ୍ନା ପ୍ରଧାନ , ଜଲି ପ୍ରଧାନ , ଲିପିନ ପ୍ରଧାନ , ରିଙ୍କି ସାହୁ , ଗିତା ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ସାମିଲ ଥିଲେ I କାର୍ଯ୍ୟ ଶେଷରେ ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ I

0
0
0
s2sdefault